ଓଡ଼ିଶାର ସମୃଦ୍ଧ ଲୋକକଳା ହେଉଛି ଓଡ଼ିଆ ଅସ୍ମିତାର ପରିଚୟ । ସାରା ବିଶ୍ବରେ ଏହା ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି । ଲୋକକଳାର ଗୌରବ ବୃଦ୍ଧି କରିବା ସହ କଳାକାରମାନଙ୍କ ଅସୀମ ଦକ୍ଷତାକୁ ସମ୍ମାନିତ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି ।

୧. ଆମ ସମୃଦ୍ଧ ଲୋକକଳା ନେଇ ମନରେ ଗର୍ବ ଅନୁଭବ କରିବା ।
୨. ଲୋକକଳାର ପ୍ରଚାର ଓ ପ୍ରସାରରେ ସାମିଲ ହେବା ।
୩. କଳା ଓ କଳାକାରଙ୍କୁ ସମ୍ମାନ ଜଣାଇବା ପାଇଁ ସଙ୍କଳ୍ପ ନେବା ।
୪. ଲୋକକଳା ଜିନିଷକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ।
୫. ଲୋକକଳାକୁ ପ୍ରୋତ୍ସାହନ ଏବଂ କଳାକାରଙ୍କୁ ସମ୍ବର୍ଦ୍ଧନା ଦେବା ।