ଭାଗ ନିଅନ୍ତୁ

ଆମ ସହ ଯୋଡ଼ି ହୁଅନ୍ତୁ

ଆସ ବହିଟିଏ କିଣିବା ଅଭିଯାନ, ସମ୍ପର୍କରେ

ବହି ଆମ ଜୀବନକୁ ଜ୍ଞାନର ଆଲୋକରେ ଆଲୋକିତ କରେ । ଆମ ଦୈନନ୍ଦିନ ଜୀବନରେ ବହିର ଆଦର ତଥା ଚାହିଦା ବୃଦ୍ଧି ପାଇଁ ‘ଓଡ଼ିଆ ପକ୍ଷ’ ମଧ୍ୟରେ ‘ଆସ ବହିଟିଏ କିଣିବା’ ଅଭିଯାନ ଆରମ୍ଭ ହେଉଛି । ଆସନ୍ତୁ ସମସ୍ତେ ଜୀବନରେ ବହିର ମହତ୍ତ୍ଵକୁ ସମ୍ମାନ ଜଣାଇବା, ବହିଟିଏ କିଣିବା, ପଢିବା ଏବଂ ଉପହାର ଦେବା ।

କିପରି ପାଳନ କରିବା

୧. ଓଡ଼ିଆ ଭାଷାରେ ଲିଖିତ ବିଭିନ୍ନ ବହି ପଢିବା ।

୨. ବହିର ଆଦର ଏବଂ ଚାହିଦା ବଢାଇବା ପାଇଁ ନିଜ ପସନ୍ଦ ଅନୁଯାୟୀ ବହି କିଣିବା ।

୩. ନିଜ ପସନ୍ଦର ବହି ସାଙ୍ଗସାଥିଙ୍କୁ ଉପହାର ଭାବେ ପ୍ରଦାନ କରିବା ।

୪. ଶିକ୍ଷାର ପ୍ରସାର ତଥା ବହିର ମହତ୍ତ୍ଵ ବିଷୟରେ ସଚେତନ କରିବା ।

୫. ଏନେଇ ନିଜର କାର୍ଯ୍ୟକଳାପକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ।

ଓଡ଼ିଆ ପକ୍ଷ
ଏବେ ଉପଲବ୍ଧ
'ଓଡ଼ିଆ ପକ୍ଷ' ୱେବ୍ ଆପ୍ ଇନଷ୍ଟଲ୍ କରନ୍ତୁ
ଓଡ଼ିଶା ଦିବସଠୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ - ସମସ୍ତ କାର୍ଯ୍ୟକ୍ରମ, ରିଲ୍ସ, ସେଲ୍ଫି ଓ କୁଇଜ୍ ଆଦି ସବୁ ଏହି ଗୋଟିଏ ଆପରେ ପାଆନ୍ତୁ।
🎭 ଲାଇଭ୍ କାର୍ଯ୍ୟକ୍ରମ ଅପଡେଟ୍
📸 ଓଡ଼ିଆ କୁଇଜ୍ ଖେଳ
🧩 ସେଲ୍ଫି ଅପଲୋଡ୍ ଓ ଗ୍ୟାଲେରୀ
🎬 ରିଲ୍ସ ଦେଖନ୍ତୁ ଏବଂ ଭାଗ ନିଅନ୍ତୁ
Android ଓ iOS ପାଇଁ ଉପଲବ୍ଧ