ଭାଗ ନିଅନ୍ତୁ

ଆମ ସହ ଯୋଡ଼ି ହୁଅନ୍ତୁ

ରକ୍ତଦାନ ଅଭିଯାନ, ସମ୍ପର୍କରେ

ରକ୍ତଦାନ ମହାପୂଣ୍ୟ । ରକ୍ତଦାନ ଦ୍ଵାରା ସୁରକ୍ଷିତ ହୁଏ ବହୁମୂଲ୍ୟ ଜୀବନ । ଏନେଇ ସଚେତନତାକୁ ବ୍ୟାପକ କରିବା ସହ ରାଜ୍ୟରେ ରକ୍ତର ଆବଶ୍ୟକତା ପୂରଣ ତଥା ସାମାଜିକ ପ୍ରତିବଦ୍ଧତା ବୃଦ୍ଧି କରିବା ହେଉଛି ‘ରକ୍ତଦାନ ଅଭିଯାନ’ର ମୁଖ୍ୟ ଉଦ୍ଦେଶ୍ୟ ।

କିପରି ପାଳନ କରିବା

୧. ମୂଲ୍ୟବାନ ଜୀବନ ରକ୍ଷାରେ ରକ୍ତଦାନର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ସଚେତନ କରିବା ।

୨. ବହୁସଂଖ୍ୟାରେ ରକ୍ତଦାନ ପାଇଁ ସଭିଙ୍କୁ ଉତ୍ସାହିତ କରିବା ।

୩. ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିବା ।

୪. ରକ୍ତର ଆବଶ୍ୟକତା ପୂରଣ ପାଇଁ ନିଜ ସାମାଜିକ ପ୍ରତିବଦ୍ଧତାକୁ ଦୃଢ କରିବା ।

୫. କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ।

ଓଡ଼ିଆ ପକ୍ଷ
ଏବେ ଉପଲବ୍ଧ
'ଓଡ଼ିଆ ପକ୍ଷ' ୱେବ୍ ଆପ୍ ଇନଷ୍ଟଲ୍ କରନ୍ତୁ
ଓଡ଼ିଶା ଦିବସଠୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ - ସମସ୍ତ କାର୍ଯ୍ୟକ୍ରମ, ରିଲ୍ସ, ସେଲ୍ଫି ଓ କୁଇଜ୍ ଆଦି ସବୁ ଏହି ଗୋଟିଏ ଆପରେ ପାଆନ୍ତୁ।
🎭 ଲାଇଭ୍ କାର୍ଯ୍ୟକ୍ରମ ଅପଡେଟ୍
📸 ଓଡ଼ିଆ କୁଇଜ୍ ଖେଳ
🧩 ସେଲ୍ଫି ଅପଲୋଡ୍ ଓ ଗ୍ୟାଲେରୀ
🎬 ରିଲ୍ସ ଦେଖନ୍ତୁ ଏବଂ ଭାଗ ନିଅନ୍ତୁ
Android ଓ iOS ପାଇଁ ଉପଲବ୍ଧ