ସବୁ କ୍ଷେତ୍ରରେ ଓଡ଼ିଶାକୁ ଆଗେଇ ନେବାରେ ଅନେକ ବରପୁତ୍ରଙ୍କ ରହିଛି ଅତୁଳନୀୟ ଅବଦାନ । ସେମାନଙ୍କ ତ୍ୟାଗ, ନିଷ୍ଠା ଓ ସମର୍ପଣରେ ଓଡ଼ିଶା ହୋଇଛି ସମୃଦ୍ଧ ଓ ଗୌରବାନ୍ଵିତ । ‘ବନ୍ଦନୀୟ ବରପୁତ୍ର’ ଦିବସ ପାଳନ ଅବସରରେ ଆସନ୍ତୁ ସେମାନଙ୍କ ଅବଦାନକୁ ସ୍ମରଣ କରିବା ଏବଂ ସମ୍ମାନ ଜଣାଇବା ।

୧. ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବରପୁତ୍ରଙ୍କୁ ସମ୍ମାନ ଜଣାଇବା ।
୨. ସେମାନଙ୍କ ତ୍ୟାଗ ଓ ସମର୍ପଣକୁ ସ୍ମରଣ କରିବା ।
୩. ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର ଆୟୋଜନ କରିବା ।
୪. ଏଥିରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ସମ୍ମାନିତ କରିବା ।
୫. ନିଜ ସାମାଜିକ ଗଣମାଧ୍ୟମରେ ଏହାର ପ୍ରସାର କରି ସମସ୍ତଙ୍କୁ ଜଣାଇବା।