ଆମ ସମୃଦ୍ଧ ଐତିହ୍ୟ ହେଉଛି ଆମର ଗରିମା । ଏହା ଓଡ଼ିଶାର ପରିଚୟକୁ ସାରା ବିଶ୍ଵରେ ସ୍ଵତନ୍ତ୍ର କରିଛି । ଆମର ଐତିହ୍ୟ ସ୍ଥଳୀଗୁଡ଼ିକୁ ହୃଦୟରେ ସ୍ଥାନ ଦେବା ସହ ଏହାର ସୁରକ୍ଷା ଓ ଗୌରବ ବଢାଇବା ପାଇଁ ରାଜ୍ୟରେ ବିଭିନ୍ନ ଐତିହ୍ୟ ସ୍ଥଳୀ ନିକଟରୁ ଆରମ୍ଭ ହେଉଛି ‘ଐତିହ୍ୟ ଗଣଦୌଡ଼’ ।

୧. ରାଜ୍ୟର ପ୍ରମୁଖ ଐତିହ୍ୟ ସ୍ଥଳ ନିକଟରେ ଗଣଦୌଡ଼ ଆୟୋଜନ କରିବା ।
୨. ଆମ ଗୌରବମୟ ଐତିହ୍ୟକୁ ମନେ ପକାଇ ଏହି ‘ଐତିହ୍ୟ ଗଣଦୌଡ଼’ରେ ସାମିଲ ହେବା ।
୩. ନିଜ ସାଙ୍ଗସାଥିଙ୍କୁ ଏଥିରେ ସାମିଲ ହେବାକୁ ଉତ୍ସାହିତ କରିବା ।
୪. ଐତିହ୍ୟ ସ୍ଥଳର ସୁରକ୍ଷା ଏବଂ ଏହାର ପ୍ରଚାର, ପ୍ରସାରରେ ନିଜକୁ ନିୟୋଜିତ କରିବା ।
୫. ଗଣଦୌଡ଼ର ବିଜେତାଙ୍କୁ ସମ୍ମାନିତ କରିବା ।