ଭାଗ ନିଅନ୍ତୁ

ଆମ ସହ ଯୋଡ଼ି ହୁଅନ୍ତୁ

ଆମ ରୁଚି ଆମ ଖାଦ୍ୟ, ସମ୍ପର୍କରେ

ଓଡ଼ିଶାର ପାରମ୍ପରିକ ଖାଦ୍ୟର ଆଦର ସ୍ଵତନ୍ତ୍ର । ବାର ମାସରେ ତେର ପରବକୁ ମିଠା, ପିଠାପଣା ତଥା ଖାଦ୍ୟପେୟ ସାରା ବିଶ୍ଵରେ ଓଡ଼ିଶାକୁ ପରିଚିତ କରିଛି । ଆମର ଏହି ସମୃଦ୍ଧ ଖାଦ୍ୟ ପରମ୍ପରାକୁ ଲୋକାଦୃତ କରିବା ଏବଂ ଗୌରବ ବଢାଇବା ପାଇଁ ଆସନ୍ତୁ ଏହି ଦିବସରେ ସଙ୍କଳ୍ପବଦ୍ଧ ହେବା ।

କିପରି ପାଳନ କରିବା

୧. ସଭିଙ୍କୁ ନେଇ ପାରମ୍ପରିକ ଖାଦ୍ୟ ଦିବସ ପାଳନ କରିବା ।

୨. ସ୍ଥାନୀୟ ତଥା ଆଞ୍ଚଳିକ ଖାଦ୍ୟ ସଂସ୍କୃତିକୁ ଗୁରୁତ୍ଵ ଦେବା ।

୩. ଓଡ଼ିଶାର ପାରମ୍ପରିକ ଖାଦ୍ୟର ଆଦରକୁ ବଢାଇବା ।

୪. ଏ ଦିଗରେ ନିଜ ଘରେ ତଥା ସାମୂହିକ ଭାବେ କାର୍ଯ୍ୟକ୍ରମ ଆୟୋଜନ କରିବା ।

୫. ସୁସ୍ଵାଦୁ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ।

ଓଡ଼ିଆ ପକ୍ଷ
ଏବେ ଉପଲବ୍ଧ
'ଓଡ଼ିଆ ପକ୍ଷ' ୱେବ୍ ଆପ୍ ଇନଷ୍ଟଲ୍ କରନ୍ତୁ
ଓଡ଼ିଶା ଦିବସଠୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ - ସମସ୍ତ କାର୍ଯ୍ୟକ୍ରମ, ରିଲ୍ସ, ସେଲ୍ଫି ଓ କୁଇଜ୍ ଆଦି ସବୁ ଏହି ଗୋଟିଏ ଆପରେ ପାଆନ୍ତୁ।
🎭 ଲାଇଭ୍ କାର୍ଯ୍ୟକ୍ରମ ଅପଡେଟ୍
📸 ଓଡ଼ିଆ କୁଇଜ୍ ଖେଳ
🧩 ସେଲ୍ଫି ଅପଲୋଡ୍ ଓ ଗ୍ୟାଲେରୀ
🎬 ରିଲ୍ସ ଦେଖନ୍ତୁ ଏବଂ ଭାଗ ନିଅନ୍ତୁ
Android ଓ iOS ପାଇଁ ଉପଲବ୍ଧ