ଭାଗ ନିଅନ୍ତୁ

ଆମ ସହ ଯୋଡ଼ି ହୁଅନ୍ତୁ

ଓଡ଼ିଆ ନବବର୍ଷ, ସମ୍ପର୍କରେ

ମହାବିଷୁବ ସଂକ୍ରାନ୍ତିରେ ‘ଓଡ଼ିଆ ନବବର୍ଷ’ ଅତ୍ୟନ୍ତ ଭବ୍ୟ ଭାବରେ ସାରା ରାଜ୍ଯରେ ପାଳନ କରାଯାଉଛି । ଓଡ଼ିଶାର ଜନଜୀବନ ଓ ସଂସ୍କୃତି ସହ ଗଭୀର ଭାବେ ଜଡ଼ିତ ଏହି ଅବସର ହେଉଛି ନୂଆ ଆରମ୍ଭ, ଅପାର ସମ୍ଭାବନା ଓ ସମୃଦ୍ଧିର ପ୍ରତୀକ । ଓଡ଼ିଆ ଏକତା, ଓଡ଼ିଆ ଅସ୍ମିତାର ମହତ୍ତ୍ୱକୁ ଦର୍ଶାଇ ଆସନ୍ତୁ ଗୌରବେ ପାଳନ କରିବା ‘ଓଡ଼ିଆ ନବବର୍ଷ’ ।

କିପରି ପାଳନ କରିବା

୧. ଓଡ଼ିଆ ନବବର୍ଷ ହେଉଛି ଓଡ଼ିଆ ଅସ୍ମିତାକୁ ଜୀବନ୍ତ ରଖିବାର ଭବ୍ୟ ଅବସର ।

୨. ପ୍ରକୃତିକୁ ପୂଜା କରିବା ସହ ସକାରାତ୍ମକ ମନୋଭାବ ଏବଂ ନୂଆ ସଙ୍କଳ୍ପ ନେଇ ଆଗକୁ ବଢିବା ।

୩. ନୂଆ ପୋଷାକ ପିନ୍ଧି, ଘରକୁ ସଜାଇ ଓ ପରିବାର ତଥା ବନ୍ଧୁ ପ୍ରିୟଜନଙ୍କ ସହ ମିଶି ଏହାକୁ ପାଳନ କରନ୍ତୁ ।

୪. ବିଭିନ୍ନ ପାରମ୍ପରିକ ପିଠାପଣା ସହ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ‘ଓଡ଼ିଆ ନବବର୍ଷ’ ପାଳନ କରିବା ।

୫. ସମସ୍ତଙ୍କୁ ‘ଓଡ଼ିଆ ନବବର୍ଷ’ର ଶୁଭେଚ୍ଛା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ #OdiaNewYear ଏବଂ #OdiaPakhya2026 ବ୍ୟବହାର କରି ପ୍ରସାରିତ କରିବା । 

ଓଡ଼ିଆ ପକ୍ଷ
ଏବେ ଉପଲବ୍ଧ
'ଓଡ଼ିଆ ପକ୍ଷ' ୱେବ୍ ଆପ୍ ଇନଷ୍ଟଲ୍ କରନ୍ତୁ
ଓଡ଼ିଶା ଦିବସଠୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ - ସମସ୍ତ କାର୍ଯ୍ୟକ୍ରମ, ରିଲ୍ସ, ସେଲ୍ଫି ଓ କୁଇଜ୍ ଆଦି ସବୁ ଏହି ଗୋଟିଏ ଆପରେ ପାଆନ୍ତୁ।
🎭 ଲାଇଭ୍ କାର୍ଯ୍ୟକ୍ରମ ଅପଡେଟ୍
📸 ଓଡ଼ିଆ କୁଇଜ୍ ଖେଳ
🧩 ସେଲ୍ଫି ଅପଲୋଡ୍ ଓ ଗ୍ୟାଲେରୀ
🎬 ରିଲ୍ସ ଦେଖନ୍ତୁ ଏବଂ ଭାଗ ନିଅନ୍ତୁ
Android ଓ iOS ପାଇଁ ଉପଲବ୍ଧ